ଗନ୍ଧେଇଲାଣି ସହର : କାହା ଚାପରେ ଚୁପ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ?

ଓଡ଼ିଶା‌ ମାନବ ଅଧିକାର ଆୟୋଗ କରୁଛି କ’ଣ? ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ପଛପାର୍ଶ୍ବରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ରେ ସହର ଗନ୍ଧାଉଛି। ରାତି ହେଉ କି ଦିନ, ସବୁବେଳେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଞ୍ଚଳବାସୀ। ନିକଟବର୍ତ୍ତୀ ଗାଁ, କଲୋନି, ଆପାର୍ଟମେଣ୍ଟର ଲୋକେ ୬ ମାସ ହେଲା ଆଉଟୁପାଉଟୁ ହେଉଥିବା ବେଳେ ଏବେ ବିଏମ୍‌ସି କାର୍ଯ୍ୟାଳୟ ନିକଟରେ ପହଞ୍ଚିଲାଣି ଦୁର୍ଗନ୍ଧ। ରାତି ସମୟରେ ୟୁନିଟ୍‌-୯, ସତ୍ୟନଗର, … Continue reading ଗନ୍ଧେଇଲାଣି ସହର : କାହା ଚାପରେ ଚୁପ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ?